ସାଂସଦମାନଙ୍କ ବିରୋଧରେ କେବେ ଜାରି ହୁଏ ପ୍ରିଭିଲେଜ ନୋଟିସ, କେତେ ଦଣ୍ଡ ମିଳେ?
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ପକ୍ଷରୁ ଦିଆଯାଇଥିବା ବିଶେଷାଧିକାର ହନନ ନୋଟିସ (Privilege Notice)କୁ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ଼…
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କଂଗ୍ରେସ ନେତା ଜୟରାମ ରମେଶଙ୍କ ପକ୍ଷରୁ ଦିଆଯାଇଥିବା ବିଶେଷାଧିକାର ହନନ ନୋଟିସ (Privilege Notice)କୁ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ଼…
୨୦୧୧ମସିହାରେ ଆମେରିକାର କଳା କାରନାମାର ପର୍ଦ୍ଦାଫାସ କରୁଥିବା ଏକ ଅନୁସନ୍ଧାନମୂଳକ ୱେବସାଇଟ ଉଇକିଲିକ୍ସ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ଏକଛତ୍ରବାଦୀ ଓ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିଲା।…
ଗତ ତିନି ଦଶନ୍ଧିର ବିହାର ରାଜନୀତି ମାତ୍ର ଦୁଇ ଜଣଙ୍କ ଚାରିପଟେ ଘୁରୁଛି । ନୀତୀଶ କୁମାର ଓ ଲାଲୁ ପ୍ରସାଦ । ବିହାର ରାଜନୀତିରେ ଦୁହେଁ…
ମହାରାଷ୍ଟ୍ରରେ ମହାୟୁତିର ବିପୁଳ ବିଜୟ ପରେ, ଆଜିଠାରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି କିନ୍ତୁ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତଙ୍କ ଦାବି ରାଜନୀତିକୁ ଉଷ୍ମ କରିଛି।…
ପ୍ରାୟ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି ଜାତୀୟ ରାଜଧାନୀରେ କ୍ଷମତାକୁ ଫେରିଛି। ରେଖା ଗୁପ୍ତା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଅନ୍ୟପକ୍ଷରେ ଦଳର…
ଶଶି ଥରୁରଙ୍କୁ ବୁଝିବା କଷ୍ଟକର ହୋଇପଡୁଛି। କେତେବେଳେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରନ୍ତି ତ କେତେବେଳେ ତାଙ୍କୁ ସମାଲୋଚନା କରନ୍ତି। କେତେବେଳେ ସେ କଂଗ୍ରେସ ପ୍ରତି…
ଦଶ ବର୍ଷ ପୂର୍ବେ ଭାରତରେ ପାକିସ୍ତାନର ତତ୍କାଳୀନ ହାଇ କମିଶନରଙ୍କ ସହ କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ସାକ୍ଷାତ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା…
୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଦିଲ୍ଲୀର ୭୦ଟି ଆସନ ପାଇଁ ହୋଇଥିବା ଭୋଟରେ ବିଜେପି ୪୮ଟି ଆସନ ଜିତିଛି, ଅନ୍ୟପକ୍ଷରେ…