କ୍ୱାଡଠାରୁ ଭୟଙ୍କର ସ୍କ୍ୱାଡ୍,ଚୀନକୁ ଚେକମେଟ୍ କରିବାକୁ ଭାରତର ନୂଆ ଗେମପ୍ଲାନ୍

ଭାରତ ଦୀର୍ଘ ଦିନ ଧରି କ୍ୱାଡ୍ ର ଅଂଶ ବିଶେଷ ହୋଇ ରହିଛି। ଏହା ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକାର ଏକ ଗୋଷ୍ଠୀ । ଏହାର…

କିଏ ଫହିମ ଶମିମ ? ଯିଏ ନାଗପୁର ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ !

ମହାରାଷ୍ଟ୍ରର ନାଗପୁରରେ ଘଟିଥିବା ହିଂସାର ମାଷ୍ଟରମାଇଣ୍ଡ ବୋଲି ବିଶ୍ୱାସ କରାଯାଉଥିବା ଫହୀମ ଶାମିମ ଖାନଙ୍କୁ ପୋଲିସ ଗିରଫ କରିଛି। ସେ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ପୋଲିସ ହେପାଜତରେ…

କେବେ ଭାବିଛନ୍ତି ସଂସଦରେ ମାନ୍ୟବର ସାଂସଦଙ୍କ କାନରେ କାହିଁକି ଲାଗିଥାଏ ହେଡ୍ ଫୋନ୍ ?

ଆମ ଦେଶରେ ଅନେକ ପ୍ରକାରର ଭାଷା କୁହାଯାଏ, ପଢ଼ାଯାଏ ଏବଂ ଶୁଣାଯାଏ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଭାଷାରେ କହିବାର ଅଧିକାର ଅଛି ଏବଂ ତାଙ୍କ ଉପରେ ବଳପୂର୍ବକ…

ଫୋନ୍ ବାଜିବାଜି ରହିଲା କିନ୍ତୁ ଘଣ୍ଟାଏ ଯାଏ ଟ୍ରମ୍ପଙ୍କ କଲ ରିସିଭ୍ କଲେନି ପୁତିନ

ଗତ ତିନି ବର୍ଷ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ହୋଇଥିବା…

ଯେଉଁ ସ୍ପେସ୍ ଷ୍ଟେଶନରେ ୯ ମାସ ଫସିଥିଲେ ସୁନିତା,ତାହାର ଦାମ କେତେ ?

ମହାକାଶରେ ଦୀର୍ଘ ଦିନ ରହିବା ପରେ ପୃଥିବୀକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ଦୀର୍ଘ ୯ ମାସ ଧରି ସେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ଫସି…

ମଦୁଆ‘ଛୋଟ’ ବୋତଲ ଧରିବା ଅର୍ଥ ମାଡ଼ି ଆସୁଛି ଭୟଙ୍କର ଆର୍ଥନୈତି ସଂକଟ !

ଯଦି ଗୋଟିଏ ଦେଶର ମଦ୍ୟପମାନେ ‘ବଡ଼ ବୋତଲ’ ବଦଳରେ ଯେତେବେଳେ ‘ଛୋଟ ବୋତଲ’ କିଣିବା ଆରମ୍ଭ କରନ୍ତି, ତେବେ ଏହା ଦେଶର ଅର୍ଥନୀତିରେ ଏକ ବଡ଼ଧରଣ ଭୂମିକମ୍ପ…

ସୁନିତା ୱିଲିୟମ୍ସଙ୍କ ମହାକାଶଯାନ ଭୂମି ବଦଳରେ ସମୁଦ୍ରରେ କାହିଁକି ଅବତରଣ କରୁଛି ? ଜାଣିବା କାରଣ କଣ ?

ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ସୁନିତାଙ୍କୁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁନିତା ୱିଲିୟମ୍ସଙ୍କୁ ଚିଠି, ତୁମେ ୧.୪ ବିଲିୟନ ଭାରତୀୟଙ୍କ ପାଇଁ ଗର୍ବର ବିଷୟ… 

ଅଭିଜ୍ଞ ନାସା ବୈଜ୍ଞାନିକ, ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମହାକାଶରେ ନଅ ମାସ ବିତାଇବା ପରେ ପୃଥିବୀକୁ ଫେରିବା ପାଇଁ ଏକ ଲମ୍ବା…

ପାଣିରେ ମୋବାଇଲ୍ ପଡ଼ିଗଲେ କାହିଁକି ଚାଉଳ ଭିତରେ ରଖାଯାଏ? ଏହାଦ୍ବାରା କଣ ହୁଏ

ଯେତେବେଳେ କାହାର ମୋବାଇଲ୍ ଫୋନ୍ ପାଣିରେ ପଡ଼ିଯାଏ, ତାକୁ କିଛି ଦିନ ପର୍ଯ୍ୟନ୍ତ ଶୁଖିଲା ଚାଉଳରେ ରଖିବାକୁ ପରାମର୍ଶ ଦିଆଯାଏ। ଏହା ମୋବାଇଲ୍ ଫୋନ୍‌କୁ ଠିକ୍ କରିବ।…

ଆଜିଠାରୁ ପୁଣି ଚାଲିବାକୁ ପ୍ରସ୍ତୁତ ଜାଫର ଏକ୍ସପ୍ରେସ୍, ଡ୍ରୋନ୍ ଏବଂ CCTV କ୍ୟାମେରା ସାହାଯ୍ୟରେ ନଜର ରଖିବା ପାଇଁ ପ୍ରସ୍ତୁତି

ବଲୁଚ୍ ଲିବରେସନ ଆର୍ମି ଦ୍ୱାରା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା ଜାଫର ଏକ୍ସପ୍ରେସ୍ ଆଜି ଏକ ସମ୍ପୂର୍ଣ୍ଣ ସୁରକ୍ଷା ଯୋଜନା ସହିତ ପେଶାୱର ଏବଂ କ୍ୱେଟା ମଧ୍ୟରେ…