ପରମାଣୁ ଯୁଦ୍ଧ ହେଲେ ଭାରତର ନ୍ୟୁକ୍ଲିୟର ଟ୍ରାଏଡ୍ ପାକିସ୍ତାନ ଉପରେ ପଡ଼ିବ ଭାରି,ଜାଣନ୍ତୁ ମାତ୍ର ତିନି ଦେଶଙ୍କ ପାଖରେ ଥିବା ନ୍ୟୁକ୍ଲିୟର ଟ୍ରାଏଡ୍ କ’ଣ?
ନ୍ୟୁକ୍ଲିୟର ଟ୍ରାୟଡ ଏକ ଦେଶକୁ ଅଧିକ ସୁରକ୍ଷିତ କରିଥାଏ। ଏହା ଶତ୍ରୁକୁ ଆକ୍ରମଣ କରିବାରୁ ରୋକିଥାଏ ଏବଂ ଯଦି ଆକ୍ରମଣ ହୁଏ, ତେବେ ପ୍ରତିଆକ୍ରମଣ କରିବାର କ୍ଷମତା…