ଦେଶର କେଉଁ ସବୁ ଜିଲ୍ଲାରେ ମକ୍ ଡ୍ରିଲ୍ ପାଇଁ ଦିଆଯାଇଛି ଆଦେଶ,ଜାଣନ୍ତୁ ମକ୍ ଡ୍ରିଲ୍ ସମୟରେ କ’ଣ ହୁଏ

ପାକିସ୍ତାନ ସହ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମକ୍ ଡ୍ରିଲ କରାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। କେନ୍ଦ୍ରୀୟ…

ଲାଲା କିଲ୍ଲା ଉପରେ ମହିଳାଙ୍କ ଦାବି,ସୁପ୍ରିମକୋର୍ଟ ପଚାରିଲେ ‘ତାଜ ମହଲ କାହିଁକି ନୁହେଁ ?

ଲାଲକିଲା ଉପରେ ଦାବି କରି ସୁପ୍ରିମ କୋର୍ଟରେ ମାମଲା ଦାୟର କରିଥିବା ଜଣେ ମହିଳାଙ୍କ ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ସୁଲତାନା ବେଗମ ନାମକ…

କେତେ ‘ଅକଳ୍ପନୀୟ’ ହେବ ଭାରତର ନିଦାରୁଣ ପ୍ରତିକ୍ରିୟା ? ସଂକେତ ଏହା କହୁଛି

କାଶ୍ମୀରର ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିହତ ଲୋକଙ୍କର ୧୩ତମ ଦିବସ ପାଳନ ହୋଇଛି। ହିନ୍ଦୁ ଧର୍ମରେ ଏହି ଦିନର ବିଶେଷ ଗୁରୁତ୍ୱ ରହିଛି। ପାହାଲଗାମରେ ନିହତ…

ଯଦି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ ଉଭୟ ଦେଶ ଗୋଳାବାରୁଦ ପାଇଁ ଦୈନିକ କେତେ ଖର୍ଚ୍ଚ କରିବେ?

ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ମଧ୍ୟରେ ଭାରତ ସରକାର ପାକିସ୍ତାନ ସହ…

ଏହି ସୁରକ୍ଷା କବଚ ଭେଦ କରି ଭାରତକୁ ଛୁଇଁ ପାରିବନି ପାକିସ୍ତାନୀ କ୍ଷେପଣାସ୍ତ୍ର

ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଦୁହିଁଙ୍କ ପାଖରେ ରହିଛି ପରମାଣୁ ଅସ୍ତ୍ର । ଏମିତିରେ ପରମାଣୁ ଯୁଦ୍ଧର ଆଶଙ୍କା ବଢ଼ିଯାଏ…

୩୦ରୁ ଅଧିକ ପ୍ରଶ୍ନ,ଜାଣନ୍ତୁ ଜନଗଣନା ପ୍ରକ୍ରିୟାରେ କ’ଣ ସବୁ ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ରାଜନୈତିକ ମାମଲା ସମ୍ବନ୍ଧୀୟ କ୍ୟାବିନେଟ କମିଟି (ସିସିପିଏ) ଆଗାମୀ ଜନଗଣନାରେ ଜାତି ଗଣନାକୁ ଅନୁମୋଦନ ଦେଇଛି। ଏହି ନିଷ୍ପତ୍ତିର ଦାବି ବିରୋଧୀ…

ପାକିସ୍ତାନରେ ପସି କାହାକୁ ମାରିବାକୁ ଧମକ ଦେଲା ବିଷ୍ନୋଇ ଗ୍ୟାଙ୍ଗ୍ ?

ପହଲଗାମ ଆକ୍ରମଣ ପରେ ଲୋରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ପାକିସ୍ତାନକୁ ଧମକ: ହାଫିଜ ସଈଦ ଟାର୍ଗେଟ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶରେ ପାକିସ୍ତାନ ଏବଂ ସେଠାରେ…

ଜାତିଗତ ଜନଗଣନାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ,ବିହାରରେ ହେବ ଖେଳ !

ପ୍ରଧାନମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଜନଗଣନାକୁ ଅନୁମୋଦନ ଦେଇ ଏକ ବଡ଼ ରାଜନୈତିକ ବାଜି ଖେଳିଛନ୍ତି। ଏହା କଂଗ୍ରେସ, ଖାସକରି ରାହୁଲ ଗାନ୍ଧୀଙ୍କ ପାଖରୁ…

ଆକ୍ରମଣ ପାଇଁ ଭାରତ କରୁଛି ହୋମୱାର୍କ,ପାକିସ୍ତାନ ବିକି ଦେଇଛି ଅସ୍ତ୍ର !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ଗସ୍ତ ରଦ୍ଦ କରିଛନ୍ତି। ପାକିସ୍ତାନ ସହ ଯୁଦ୍ଧର ସମ୍ଭାବନାକୁ ଦୃଷ୍ଟିରେ ରଖି ସେ 9 ମେ’ରେ ମସ୍କୋରେ ଆୟୋଜିତ ବିଜୟ ଦିବସ…

ପହଲଗାମ୍ ପ୍ରତିଶୋଧ : ଭାରତର ପ୍ରାଥମିକ ଟାର୍ଗେଟ୍ କ’ଣ ହେବ ? ଜାଣନ୍ତୁ କଳ୍ପନାରୁ ଅଧିକ ଶାସ୍ତିର ମାନେ କ’ଣ

ପହଲଗାମ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ 26 ନିରୀହ ଲୋକ ନିହତ ହୋଇଥିଲେ, ତା’ ପରେ ଭାରତ ଏକ ଶକ୍ତିଶାଳୀ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ…