ଖରା ଦିନରେ ଲେମ୍ବୁ ପାଣି ସଞ୍ଜୀବନୀ ଠାରୁ କମ୍ ନୁହେଁ, ଏହାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ 

ଖରା ଦିନ ଆରମ୍ଭ ହୋଇଗଲାଣି। ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ଲୋକମାନଙ୍କୁ ଖରାରେ ଅଫିସ୍ ଯିବାକୁ ହେଉଛି କିମ୍ବା ବଜାରକୁ, ପ୍ରଚଣ୍ଡ ଖରାର ସାମ୍ନା କରିବାକୁ…