ପଳାଇବାକୁ ଚେଷ୍ଟା କରୁଥିଲେ ପହଲଗାମ ଆକ୍ରମଣର ଦୁର୍ବୃତ୍ତ ! କୋଲମ୍ବୋ ବିମାନବନ୍ଦରରେ ବିମାନର ତଲାସୀ
ଜମ୍ମୁ-କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଥିବା ବେଳେ ଗୁଇନ୍ଦା ସଂସ୍ଥାମାନଙ୍କୁ ସୂଚନା…