କେବେ ଦେଖିନଥିବେ ରାଷ୍ଟ୍ରପତି-ରାଷ୍ଟ୍ରପତିଙ୍କ ମଧ୍ୟରେ କଳିର ଏଭଳି ଦୃଶ୍ୟ,ମୁଣ୍ଡରେ ହାତ ଦେଲେ ୟୁକ୍ରେନ ରାଷ୍ଟ୍ରଦୂତ
ହ୍ୱାଇଟ ହାଉସରେ ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ହୋଇଥିବା ବିତର୍କ ଜିଓ ପଲିଟିକ୍ସ(ଭୂ-ରାଜନୀତି)ରେ ହଇଚଇ ସୃଷ୍ଟି କରିଛି । ଟ୍ରମ୍ପ ଓ ଜେଲେନସ୍କିଙ୍କ…