ଜାଣନ୍ତୁ,ପମ୍ବନ ବ୍ରିଜ୍ କାହିଁକି ସ୍ୱତନ୍ତ୍ର,ରାମ ନବମୀରେ ଯାହାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଗବାନ ରାମଙ୍କ ସହ ଜଡ଼ିତ ତୀର୍ଥସ୍ଥାନଗୁଡ଼ିକୁ ନୂଆ ରୂପ ଦେବାରେ ଲାଗିଛନ୍ତି। ଏହି କ୍ରମରେ ପିଏମ ମୋଦୀ ଅଯୋଧ୍ୟା ପରେ ତାମିଲନାଡୁର ସେହି…

ନକ୍ସଲବାଦୀ, ଉଗ୍ରବାଦୀ, ମାଓବାଦୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଫରକ କ’ଣ ? ଜାଣନ୍ତୁ ଏହି ଶବ୍ଦଗୁଡ଼ିକର ଉତ୍ପତି କେଉଁଠାରୁ

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ୨୧ ମାର୍ଚ୍ଚ ୨୦୨୫ରେ ଦାବି କରିଥିଲେ ଯେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରୁ ନକ୍ସଲବାଦ ନିର୍ମୂଳ ହୋଇଯିବ। ଏହାପରେ…

‘ପିରିୟଡ୍ ମୋତେ ଦୁଷ୍କର୍ମରୁ ବଞ୍ଚାଇଲା, ହମାସର କବଳରୁ ମୁକୁଳିଥିବା ୩୧ ବର୍ଷୀୟା ଇଲାନା ବଖାଣିଲେ ତାଙ୍କ ଭୟଙ୍କର ଅନୁଭବ

ଇସ୍ରାଏଲୀ ମହିଳା ଇଲାନା ଗ୍ରିଚୋଭ୍ସ୍ ହମାସର ବନ୍ଦୀ ଭାବେ ନିଜର ଭୟାନକ ଅନୁଭବ ବିଷୟରେ ଖୁଲାସା କରିଛନ୍ତି। ୭ ଅକ୍ଟୋବର ୨୦୨୩ରେ ଅପହରଣ ପରେ ତାଙ୍କୁ ଜବରଦସ୍ତି…

କ୍ରିକେଟର ମୋହମ୍ମଦ ଶାମିଙ୍କ ଭଉଣୀ ଶବୀନା ଓ ଭିଣୋଇ ଗଜନବୀ ମନରେଗା ଶ୍ରମିକ ?

ଭାରତୀୟ କ୍ରିକେଟ୍ ଟିମର  ଦ୍ରୁତ ବୋଲର ମୋହମ୍ମଦ ଶାମିଙ୍କ ପରିବାର ଏଥର ଏକ ଠକେଇ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି…

ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକମାନେ ଖେଳାଳିଙ୍କ ଉପରେ ସର୍ବସାଧାରଣରେ ରାଗି ପାରିବେ କି? ବିସିସିଆଇ ନିୟମ କ’ଣ କହୁଛି?

ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ସୋମବାର ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍କୁ ହରାଇବା ପ୍ରାୟ ନିଶ୍ଚିତ ଥିଲା । କିନ୍ତୁ ଅନିଶ୍ଚିତତାର ଖେଳ କ୍ରିକେଟରେ ଫଳାଫଳ…

ବାଂଲାଦେଶରେ ସାମରିକ ବିଦ୍ରୋହର ଆଶଙ୍କା,ରିପୋର୍ଟକୁ ୟୁନୁସଙ୍କ ଖଣ୍ଡନ

ବାଂଲାଦେଶ ସେନାମୁଖ୍ୟ ଓ ଛାତ୍ରନେତାମାନଙ୍କ ମଧ୍ୟରେ ଜାରିଥିବା ଉତ୍ତେଜନା ମଧ୍ୟରେ ଦେଶରେ ସାମରିକ ବିଦ୍ରୋହର ଆଶଙ୍କା ସୃଷ୍ଟି ହୋଇଛି। ସେନା ଯବାନ ଓ ଅଧିକାରୀଙ୍କୁ ଢାକା ଆସିବାକୁ…

ଘରେ କେତେ ଟଙ୍କା ରଖିପାରିବେ? ଜାଣନ୍ତୁ ଏହା ସମ୍ପର୍କରେ ଆୟକର ଆଇନ କ’ଣ କହୁଛି 

ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରେ ଅଘୋଷିତ ନଗଦ ଟଙ୍କା ମିଳିବାର ଘଟଣା ଖବରରେ ଅଛି। ଏହି ଘଟଣା ପରେ ବିଚାରପତି ଯଶୱନ୍ତ ବର୍ମାଙ୍କଠାରୁ ନ୍ୟାୟିକ…

୧ ମଇଠାରୁ ଏଟିଏମ୍‌ରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଦେବାକୁ ପଡ଼ିବ ବର୍ଦ୍ଧିତ ଫିସ୍‌ 

ଯଦି ଆପଣଙ୍କୁ ଏଟିଏମ୍‌ରୁ ବାରମ୍ବାର ଟଙ୍କା ଉଠାଇବାର ଅଭ୍ୟାସ ଅଛି, ତେବେ ଆପଣଙ୍କୁ କିଛି ଦିନ ମଧ୍ୟରେ ଏହି ଅଭ୍ୟାସକୁ ସୁଧାରି ନେବା ଉଚିତ୍। କାରଣ, ୧…

ଔରଙ୍ଗଜେବ ବନାମ ଦାରା ଶିକୋହ: କିପରି ଜଣେ ଭାଇ ହିରୋ ଓ ଅନ୍ୟ ଜଣେ ଖଳନାୟକ ହେଲେ? RSSର ବୟାନରୁ ଆରମ୍ଭ ହୋଇଥିଲା ଚର୍ଚ୍ଚା 

ମୋଗଲ ବାଦଶାହ ଔରଙ୍ଗଜେବଙ୍କ କବରକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS)ର ମହାସଚିବ ଦତ୍ତାତ୍ରେୟ ହୋସବଲେ କହିଛନ୍ତି ଯେ ଆକ୍ରମଣକାରୀ ମାନସିକତାର ଲୋକମାନେ…

କାନାଡାରେ ‘ଭାରତୀୟ ଝିଅ’ ଉପରେ ହିଂସାତ୍ମକ ଆକ୍ରମଣ; ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ 

କାନାଡାର କାଲଗାରୀରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ବ୍ୟକ୍ତି ବୋ ଭ୍ୟାଲି କଲେଜ ଟ୍ରେନ ଷ୍ଟେସନର ପ୍ଲାଟଫର୍ମରେ ଜଣେ…