ନେପାଳରେ ହିନ୍ଦୁରାଷ୍ଟ୍ର ଦାବିରେ ସଡ଼କରେ ବିଦ୍ରୋହ,କମ୍ୟୁନିଷ୍ଟ ସରକାରରକୁ ଡରାଇଲା କ୍ଷମତା ହରାଇବା ଭୟ
ନେପାଳର ରାଜଧାନୀ କାଠମାଣ୍ଡୁରେ ଶୁକ୍ରବାର ଦିନ ରାଜତନ୍ତ୍ରର ପୁନଃସ୍ଥାପନ ଦାବିରେ ବିକ୍ଷୋଭକାରୀମାନେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଟିଙ୍କୁନେ ଅଞ୍ଚଳରେ ଏକ ଅଟ୍ଟାଳିକାରେ ନିଆଁ…
