ଟାର୍ଗେଟ୍ ପୁରା ନହେବାରୁ କର୍ମଚାରୀଙ୍କ ବେକରେ ଚେନ୍ ବାନ୍ଧି ଚଲାଇଲେ !

କେରଳରେ ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଏକ ପ୍ରାଇଭେଟ୍‌ ମାର୍କେଟିଂ ଫାର୍ମ ତା’ର କର୍ମଚାରୀଙ୍କ ସହ ଅମାନବୀୟ ବ୍ୟବହାର କରିଛି। ଯେଉଁ କର୍ମଚାରୀମାନେ ଟାର୍ଗେଟ୍‌ ପୂରଣ…

ହଜାର ହଜାର ସେୟାର ମଧ୍ୟରୁ କେମିତି ବାଛିବେ ‘ଦମଦାର’ ସେୟାର ?

ଗୋଟିଏ କମ୍ପାନୀର ସେୟାର ନିବେଶ ଉପଯୋଗୀ କି ନାହିଁ ତାହା ଜାଣିବା ପାଇଁ ଆପଣଙ୍କୁ କିଛି ମୌଳିକ ବିଷୟ ବିଶ୍ଳେଷଣ କରିବାକୁ ପଡ଼ିବ। ଏହା ଆପଣଙ୍କୁ ସୁଚିନ୍ତିତ…

ସେୟାର ବଜାରରେ ନିବେଶ ପୂର୍ବରୁ ଜାଣି ନିଅନ୍ତୁ ଏହିସବୁ କଥା…

ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥିବା ଜଣେ ବ୍ୟକ୍ତି ପାଇଁ ପ୍ରାଥମିକ ସ୍ତରରେ କିଛି ମୌଳିକ ଜିନିଷ ଜାଣିବା ବେଶ୍‌ ଜରୁରୀ। ଏହା ଆପଣଙ୍କୁ ସୁଚିନ୍ତିତ ନିଷ୍ପତ୍ତି…

MF ବନାମ SSY: ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ କେଉଁଥିରେ ନିବେଶ ଅଧିକ ଲାଭଦାୟକ?

ଆପଣଙ୍କ ପାଖରେ ନିବେଶର ଅନେକ ବିକଳ୍ପ ଉପଲବ୍ଧ ଅଛି, ଯାହା ମାଧ୍ୟମରେ ଆପଣ ପିଲାର ଉଚ୍ଚ ଶିକ୍ଷା ପାଇଁ ଦୀର୍ଘ ଅବଧିରେ ଏକ ବଡ଼ ପାଣ୍ଠି ପ୍ରସ୍ତୁତ…

ଅନୁରାଧାପୁରର ସ୍ଥାପନ କିଏ କରିଥିଲେ ? ଭାରତ ସହିତ ଏହାର ସମ୍ପର୍କ କ’ଣ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତିନି ଦିନିଆ ଗସ୍ତରେ ରବିବାର (୦୬ ଏପ୍ରିଲ ୨୦୨୫) ଶ୍ରୀଲଙ୍କାର ଐତିହାସିକ ସହର ଅନୁରାଧାପୁରାରେ ପହଞ୍ଚିଥିଲେ। ସେଠାରେ ସେ ମହାବୋଧି ବୃକ୍ଷ…

ସାବତ ବାପା ଅନୁପମ ଖେରଙ୍କୁ ନେଇ କାହିଁକି ଏମିତି କହିଲେ ସିକନ୍ଦର ?

ଅଭିନେତା ସିକନ୍ଦର ଖେର ନିଜର ପ୍ରୋଫେସନାଲ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ କିରଣ ଖେରଙ୍କ ପୁତ୍ର। ଅନୁପମ ଖେର ତାଙ୍କର ସାବତ ପିତା…

ଚୀନର ପ୍ରମ୍ମୁଖ ଜେନରାଲ ଗାଏବ ହେବା ପଛରେ ସି ଜିନ୍ ପିଙ୍ଗଙ୍କ ହାତ ?

ଚୀନର ସେନାର ଜଣେ ପ୍ରମ୍ମୁଖ ଜେନେରାଲ୍ ରହସ୍ୟମୟ ଭାବେ ଗାୟବ ହୋଇଯାଇଛନ୍ତି। ଏକ କାର୍ଯ୍ୟକ୍ରମରେ ଜେନେରାଲ୍ ହେ ଓ୍ଵେଇଡଙ୍ଗଙ୍କୁ ଦେଖାଯାଇ ନଥିଲା, ସେବେଠାରୁ ଏହା ମନେ କରାଯାଉଛି…

ଲଣ୍ଡନର ଠକ ଡାକ୍ତର,୭ ଜଣଙ୍କ ଜୀବନ ନେବା ପରେ ଜଣା ପଡ଼ିଲା ସତ

ଡାକ୍ତର ସାହେବ ଲଣ୍ଡନ ଫେରନ୍ତା। ସେ ଜଣେ ଉତ୍ତମ ହାର୍ଟ୍ ସର୍ଜନ। ଏହି ପ୍ରଲୋଭନରେ ପଡ଼ି ଲୋକମାନେ ଡାକ୍ତର ଏନ୍. ଜନ୍ କେମ୍‌ଙ୍କ ପାଖରେ ଚିକିତ୍ସା କରାଇବାକୁ…

ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ହେଲା ସୂର୍ଯ୍ୟ ତିଳକ

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ରାମ ନବମୀ ଅବସରରେ ଶ୍ରଦ୍ଧାର ପ୍ରବାହ ଦେଖାଦେଇଛି। ସମଗ୍ର ସହର ରାମମୟ ଦେଖାଯାଉଛି। ରାମ ମନ୍ଦିରର ଭବ୍ୟତା ଦେଖିବାକୁ ମିଳୁଛି। ଆଜି ରାମଲଲାଙ୍କୁ…

ମୋଦି-ୟୁନୁସ୍ ଭେଟଘାଟ ପଛରେ ଅଦୃଶ୍ୟ ଶକ୍ତିର ହାତ ?

ବ୍ୟାଙ୍କକରେ ବିମ୍ସଟେକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ସରକାରର ମୁଖ୍ୟ ପରାମର୍ଶଦାତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ ଅଛି । ଗତ…